search in www.iswarchandraworld.blogspot.com

Saturday 1 May 2021

ଦୂର ପାହାଡ

 


ଈଶ୍ୱରଚନ୍ଦ୍ର ନାୟକ

ବାଙ୍ଗୁଋଷ ପାଟଣା

ଭାଣପୁର, ପୁରୀ

୯୭୭୮୫୧୯୬୭୮

ଦୂର ପାହାଡ

 ବନ୍ଧୁଗଣ, କଥାରେ ଅଛି ଦୂର ପାହାଡ ସୁନ୍ଦର ଦୂରରୁ ବହୁତ ସୁନ୍ଦର ଆଖି ଲାଖିହୋଇ ରହିଯାଏ ମାତ୍ର ଦୂରରୁ ସୁନ୍ଦର ଦେଖାଯାଉଥିବା ପାହାଡକୁ ଯଦି ପାଖରୁ ଦେଖିବାର କେବେ ସୁଯୋଗ ମିଳେ ତେବେ ଅନେକ କିଛି ବିପରୀତ ଦୂରରୁ ସୁନ୍ଦର ଦିଶୁଥିବା ପାହାଡଟି ପାଖରୁ କେତେଯେ ଦୁର୍ଦ୍ଦଶନୀୟ, କେତେଯେ ବନ୍ଧୁର, କେତେଯେ ଘଞ୍ଚ, କେତେଯେ ବିସ୍ମୟ ତାହା ବିଶ୍ୱାସ କରିହୁଏନା ପରନ୍ତୁ ସେହି ଦୁର୍ଦ୍ଦଶନୀୟ କଳେବରର ପରିପାଟୀକୁ ଯଦି ଅର୍ନ୍ତଦୃଷ୍ଟିରେ ତନ୍ନତନ୍ନ କରି ଅନୁଭବ କରିବାକୁ ପ୍ରୟାସ କରିଥାଏ ତେବେ ଜୀବନର ଅନେକ ସୌନ୍ଦର୍ଯ୍ୟମୟ ସତ୍ୟ ଅବଲୋକନ ହୁଏ କହିବା ବାହୁଲ୍ୟ ଯେ ଅସୁନ୍ଦରତା ଭିତରେ ସୁନ୍ଦରତାର ଅନୁଭବ ମଧ୍ୟ ହୋଇଉଠେ ଆଉ ତାହାହିଁ ସତ୍ୟ ପ୍ରତ୍ୟେକ ମନୁଷ୍ୟର ଜୀବନ ମଧ୍ୟ ସେହି ଦୂର ପାହାଡ ପରି ଆମ ସମସ୍ତଙ୍କୁ ନିଜ ଜୀବନ ଅପେକ୍ଷା ଅନ୍ୟମାନଙ୍କର ଜୀବନ ଖୁବ୍ ସୁନ୍ଦର ଦିଶେ ଭଲଲାଗେ ମାତ୍ର ଦୂର ପାହାଡ ପରି ଯଦି କେବେ ଆମ୍ଭେ ସେମାନଙ୍କ ଜୀବନ ଭିତରକୁ ଝାଙ୍କିକରି ତନ୍ନତନ୍ନ କରି ଦେଖେ ତାହା ମଧ୍ୟ କେତେଯେ ଦୁଃଖ, ଯନ୍ତ୍ରଣା କାରୁଣ୍ୟରେ ଭରା ତାହା ବିଶ୍ୱାସ କରି ହୁଏନି ତେଣୁ ଜୀବନର ସୁନ୍ଦରତା ଅବା ଅସୁନ୍ଦରତା ଏକ ଏକ ଆପେକ୍ଷିକ ଅନୁଭବ ଯାହା ଜୀବନଧର୍ମୀ କେତେକ ମୌଳିକତା ଉପରେ ସମ୍ପୂଣ୍ଣ ନିର୍ଭର କରେ

ସାମ୍ପ୍ରତିକ ସାମାଜିକ ସ୍ଥିତି ପରିସ୍ଥିତିକୁ ନେଇ ଜୀବନର ମୌଳିକତା ବହନ କରୁଥିବା କେତେଗୁଡିଏ ଜୀବନଧର୍ମୀ ନିବନ୍ଧ ଏହି ପୁସ୍ତକଟିରେ ସ୍ଥାନିତ ଆଶା ଯାହା ଆପଣମାନଙ୍କ ଜୀବନକୁ ଋଦ୍ଧିମନ୍ତ କରିବ

 

******

 

No comments:

Post a Comment

OLD IS PLATINUM

 DETAILS OF MY EARLIER POSTS